Saturday, March 28, 2020
Home Blog

ଶୀତରେ ତ୍ୱଚାର ଯତ୍ନ

ଶୀତରେ ତ୍ୱଚାର ଯତ୍ନ ରାତି ବଡ଼ ପୁଣି ଦିନ ଛୋଟ, ଲୋକଙ୍କ ଦେହରେ ପଶମବସ୍ତ୍ର । ଏ ସବୁରୁ ଶୀତର ଆଗମନ ବେଶ୍ ବାରିହୁଏ । ସାଧାରଣତଃ ଡିସେମ୍ବର ଓ ଜାନୁୟାରୀ ମାସରେ ଶୀତର ପ୍ରକୋପ ବଢ଼ିଯାଏ । ତେଣୁ ତ୍ୱଚା ଯନôର ଆବଶ୍ୟକତା ବେଶି ପଡ଼ିଥାଏ । ଥଣ୍ଡା ପବନ ତ୍ୱଚାର ଆର୍ଦ୍ରତା କମାଇ ଶୁଷ୍କ କରିଦିଏ । ଏଥିପାଇଁ ଆପଣାନ୍ତୁ ଏହି ଉପାୟ: - ସାବୁନର ବ୍ୟବହାର କମ୍ କଲେ ଭଲ । ସମ ପରିମାଣରେ ଚଣାଡ଼ାଲି, ମୁଗଡ଼ାଲି ଓ ମେଥିର ଗୁଣ୍ଡ ନେଇ...

ତିନି ସେଲିବ୍ରିଟି ଭଉଣୀ ସମେତ ସମୁଦାୟ ୬ ଭଉଣୀଙ୍କ ହାତରୁ ରାଖୀ ବାନ୍ଧିବାକୁ ଉଚ୍ଛନ ହେଲେଣି ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ: ଶୀର୍ଷକଟି ପଢ଼ି ଆପଣ ଦ୍ୱନ୍ଦ୍ୱରେ ପଡ଼ିଯିବେଣି ନିଶ୍ଚୟ। ଏମିତି କିଏ ବଲିଉଡ୍‌ ଅଭିନେତା ଅଛି ଯାହାଙ୍କର ତିନି ଜଣ ସେଲିବ୍ରିଟି ଭଉଣୀଙ୍କ ସମେତ ସମୁଦାୟ ୬ ଉଭୁଣୀ ଅଛନ୍ତି। ସେ ଅଭିନେତା ଜଣକ ଅର୍ଜୁନ କପୁରଙ୍କ ବ୍ୟତୀତ ଆଉ କିଏ ହୋଇପାରେ! ତାଙ୍କର ନିଜ ଭଉଣୀ ଅନ୍‌ସୁଲା, ସାବତ ଉଭଣୀ ଜାହ୍ନବୀ ଓ ଖୁସି ଏବଂ କାକା ଅନୀଲ କପୁରଙ୍କ ତନୟା ସୋନମ କପୁର୍‌ ଓ ରେହା କପୁରଙ୍କ ବ୍ୟତୀତ ସଞ୍ଜୟ କପୁରଙ୍କ ଝିଅ ସନୟା୍‌ଙ୍କୁ ମିଶାଇଲେ ସମୁଦାୟ ୬ ଭଉଣୀ।...

ରୁଜୁ ହେଉନି ଦୁଷ୍କର୍ମ ମାମଲା, ଅଭିଯୋଗକାରୀଙ୍କୁ କରାଯାଉଛି ଦୁର୍ବ୍ୟବହାର : ଏମିତି ଚାଲିଛି ରାଜଧାନୀର ମହିଳା ଥାନା !

  ଏଥର ସମ୍ଭାଳ ବ୍ୟୁରୋ : ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି, ମହିଳାଙ୍କୁ ସୁରକ୍ଷା ଦିଅ। ମହିଳା ସଂକ୍ରାନ୍ତୀୟ ମାମଲା ତୁରନ୍ତ ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। କିନ୍ତୁ ରାଜଧାନୀର ମହିଳା ଥାନା ଚିତ୍ର ଏବେ କିଛି ଅଲଗା ବୟାନ କରୁଛି। ସ୍ୱତନ୍ତ୍ର ଭାବେ ମହିଳାଙ୍କ ଅଭିଯୋଗ ଶୁଣିବା ପାଇଁ ଥିବା ଏହି ମହିଳା ଥାନା ଏବେ ମହିଳାଙ୍କ ଅଭିଯୋଗ ଶୁଣିବାକୁ ନାରାଜ। ଏପରିକି ଦୁଷ୍କର୍ମ ଓ ଅସଦାଚରଣ ମାମଲା ନେବାକୁ ସିଧାସିଧା ମନା କରି ଦିଆଯାଉଛି।...

ବ୍ୟାଙ୍କରୁ ୩୬ଶହ ଟଙ୍କା ଅଧିକା ବାହାରିଲା ! ଅଧିକ ଟଙ୍କା ବାହାରିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଭେଟିଲେ ଓ ଟଙ୍କା ଫେରାଇଲେ ଯୁବକ !

ଏଥର ସମ୍ଭାଳ ବ୍ୟୁରୋ : ଏବେବି ମାନବିକତା ବଚିଂଛି । ଲେକାମାନଙ୍କ ପାଖରେ ଏବେବି ସ୍ୱାଭିମାନ ବଞ୍ଚିରହିଥିବା ଦେଖାଯାଉଛି । ତେବେ ବାଉଳା ହୋଇଗଲା ଏଟିଏମ୍ କିନ୍ତୁ ବାଉଳା ହେଲେ ନାହିଁ ଯୁବକ। ୨୫୦୦ ଟଙ୍କା ଉଠାଇଲା ବେଳକୁ ବାହାରିଲା ୬୧୦୦ ଟଙ୍କା। ତେବେ ଏହି ଅଧିକା ଟଙ୍କାକୁ ଚୁପଚାପ ନିଜ ପକେଟରେ ରଖି ଘରକୁ ଯିବା ବଦଳରେ ଜଣେ ଯୁବକ ସିଧା ବ୍ୟାଙ୍କକୁ ଯିବା ଓ ଅଧିକ ଉଠିଥିବା ଟଙ୍କା ଫେରାଇବା ବଲାଙ୍ଗୀର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ସିଭିଲ କୋର୍ଟରେ କାମ...

” ଧସିଲା ରଘୁବାରି ଘାଟି ” ୪୦ ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ : ରାୟଗଡ଼ା

ବ୍ୟୁରୋ ରିପୋର୍ଟ  : ରାୟଗଡ଼ା : ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ରଘୁବାରି ଘାଟି ଧସିଯାଇଛି। ଘାଟି ଧସି ଯବାରୁ ରଘୁବାରି ଓ ଡିମିରିଗୁଡ଼ା ଅଞ୍ଚଳର ପ୍ରାୟ ୪୦ ଖଣ୍ଡ ଗାଁର ପାଞ୍ଚ ହଜାରରୁ ଅଧିକ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି। ରଘୁବାରିରୁ ପାତରପଡ଼ା, ହରିପୁର ଓ ଡିମିରିଗୁଡ଼ା ରାସ୍ତା ଧସି ହୋଇ ଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଅମ୍ବାଦଳାକୁ ଯାଇଥିବା ଲୋକେ ନିଜ ଗାଁକୁ ଫେରି ପାରୁ ନାହାନ୍ତି। ମୁନିଗୁଡ଼ା...

ଗର୍ବ କର ଆଜି ଆମେ ପାଳୁଛୁ ୭୨ ତମ ସ୍ଵାଧୀନତା ଦିବସ ।

video
ଆଜି ଦେଶବ୍ୟାପୀ ପାଳନ ହେଉଛି ୭୨ତମ ସ୍ୱାଧୀନତା ଦିବସ। ଏଥିପାଇଁ ପଲ୍ଲୀଠୁ ଦିଲ୍ଲୀ ସବୁଠି ଚଳଚଞ୍ଚଳ। ସ୍ୱାଧୀନତା ଦିବସକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସମାରୋହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ। ସ୍ୱାଧୀନତା ଦିବସ ପରେଡରେ ଛାତ୍ରଛାତ୍ରୀ ଭାଗ ନେବେ ନାହିଁ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତକାଲି ଏଭଳି ନିର୍ଦ୍ଦେଶ ଜାରି କରିଥିଲେ। ସ୍ୱାଧୀନତା ଦିବସ ପରେଡ଼ରେ ଛାତ୍ରଛାତ୍ରୀଙ୍କୁ ଭାଗ ନେବାକୁ...

ସରକାରକୁ ଆସିଲେ ତାଡ଼ି ବିକ୍ରି ପାଇଁ ଅନୁମତି ଦେବି.. ଜିତିନ ରାମ

ପଟନା: ସରକାରକୁ ଆସିଲେ ଆମେ ତାଡ଼ି ବିକ୍ରି ଉପରେ ଲାଗିଥିବା ନିଷେଧାଜ୍ଞା ଉଠାଇଦେବୁ । ବିହାରରେ ଶାସନ କରୁଥିବା ନିତିଶ ସରକାର ରାଜ୍ୟରେ ତାଡ଼ି ବିକ୍ରି ବନ୍ଦ କରିଥିବାରୁ ଏହି ସରକାର ଦଳିତ ବିରୋଧୀ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆଓ୍ଵାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତିନ ରାମ ମାଂଝି । ଏଠାରେ ରାଷ୍ଟ୍ରୀୟ ଜନତା ଦଳ ସହିତ ମିଳିତଭାବେ ଆୟୋଜିତ ଗରିବ ମହାସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ସେ ମଧ୍ୟ ମଦକୁ ବିରୋଧ କରୁଛନ୍ତି, କିନ୍ତୁ ନିତିଶ...

ନନ୍ଦନକାନନ ଉଦ୍ଭିଦ ଉଦ୍ୟାନରେ ଖୋଲିଲା ସ୍ନାକ୍ସ ବାର୍‌

ବାରଙ୍ଗ: ନନ୍ଦନକାନନର ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ସ୍ନାକ୍ସ ବାର୍‌। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ବିସ୍କୁଟ, ଚା, କଫି, ମୃଦୁ ପାନୀୟ ଆଦି ଉପଲବ୍ଧ ହେବ। ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଖୋଲା ଯାଇଥିବା ବାର୍‌କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି। ପୂର୍ବରୁ ଥିବା ଗେଷ୍ଟ ହାଉସକୁ ନବୀକରଣ କରାଯାଇ ଏହି ସ୍ନାକ୍ସ ବାର୍‌ ନିର୍ମାଣ କରାଯାଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ୨ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟରେ...

ବିଏମ୍‌ସିର ଫମ୍ପା ଧମକ

ଭୁବନେଶ୍ୱର: ବିନା ଅନୁମତିରେ ରାଜଧାନୀରେ ହୋର୍ଡିଂ ଲଗାଇଥିବାରୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ସଂସ୍ଥାକୁ ଜରିମାନା ନୋଟିସ୍‌ କରାଗଲା। ଏପରିକି ୭ଦିନ ମଧ୍ୟରେ ଜରିମାନା ଅର୍ଥ ନଦେଲେ ସାର୍ଟିଫିକେଟ୍‌ କେସ୍‌ କରି ସମ୍ପତ୍ତି ଜବତ କରାଯିବ ବୋଲି ନୋଟିସ୍‌ରେ ଚେତାବନୀ ଦିଆଗଲା। କିନ୍ତୁ ନୋଟିସ୍‌ କରିବାର ଦୁଇ ମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ନା ଜରିମାନା ଆଦାୟ କରିପାରିଲେ ନା ସାର୍ଟିଫିକେଟ୍‌ କେସ୍‌ କଲେ। ବିଏମ୍‌ସିର ଫମ୍ପା ଧମକ ଦେଖି ଏବେ ରାଜଧାନୀରେ ବେଆଇନ ହୋର୍ଡିଂ ଛାଇ...

ଆଉ ଜଳମଗ୍ନ ହେବନି ଭୁବନେଶ୍ୱର ରେଳ ଷ୍ଟେସନ୍‌

ଚନ୍ଦ୍ରଶେଖରପୁର: ପୂର୍ବତଟ ରେଳପଥ ଭୁବନେଶ୍ୱର ଷ୍ଟେସନ୍‌ ୟାର୍ଡ଼ରୁ ଜମୁଥିବା ଜଳ ନିଷ୍କାସନ ନିମନ୍ତେ ମାଇକ୍ରୋଟନେଲିଂ ପଦ୍ଧତି ଲାଗୁ କରିଛି। ଯାହା ଆଗରୁ ରେଳବାଇର ସଙ୍କେତ ପଦ୍ଧତିକୁ କେବଳ ବାଧା ଉପୁଯାଉ ନ ଥିଲା ବରଂ ଏହା ହାଓଡ଼ା ଚେନ୍ନାଇ ମୁଖ୍ୟ ଇାଇନ୍‌ରେ ରେଳ ସେବାପ୍ରତି ବ୍ୟାଘାତ ସୃଷ୍ଟି କରୁଥିଲା। ବହୁ ଦିନରୁ ଷ୍ଟେସନ୍‌ ୟାର୍ଡ଼ ଓ ଏହାର ଆଖପାଖ ଅଞ୍ଚଳରୁ ପ୍ରବଳ ବର୍ଷା ସମୟରେ ଡ୍ରେନ୍‌ଗୁଡ଼ିକରୁ ଓ ଜଳ ଜମିରହୁଥିବା ସ୍ଥାନରୁୁ ଜଳ ନିଷ୍କାସନ କରିବା ଏକ ପ୍ରମୁଖ ସମସ୍ୟା ଥିଲା। ଷ୍ଟେସନ୍‌...

Follow us

0FansLike
0FollowersFollow
0FollowersFollow
0SubscribersSubscribe

Latest news

Skip to toolbar